ଗୋପାଳପୁର: ଓଡ଼ିଶାର ପ୍ରଥମ ଆଇଭରି ପାର୍କ ନାମକ ରେଷ୍ଟୁରାଣ୍ଟ ଆମ୍ବପୁଆ ବିବେକ ବିହାର ଠାରେ ଖୋଲିବା ନେଇ ଆଜି ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପୁଆ ବିବେକ ବିହାର ଠାରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ l ଓଡ଼ିଶାର ପ୍ରଥମ ଆଇଭରି ପାର୍କ ନାମକ ରେଷ୍ଟୁରାଣ୍ଟ ଆସନ୍ତା କାଲି ଓପନିଂ ହେବ ଏନେଇ ଆଜି ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କୁହାଯାଇଛି l