ଜଳେଶ୍ବର: ପାଉଁଶକୁଲି ହାଟ ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ଜଳେଶ୍ୱର ବିଧାୟକ
ବାଲେଶ୍ବର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ପାଂଉଶକୁଲି ହାଟ ପଡିଆ ରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଆଜି ସକାଳ 10ଟା ସମୟରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସର ରେ ତାଡଦା ଛକ ରୁ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରା କରି ପାଂଉଶକୁଲି ହାଟ ପର୍ଯ୍ଯନ୍ତ ଯାଇ ଥିଲେ,ଏହାପରେ ପାଂଉଶକୁଲି ହାଟ ପଡିଆ ରେ ଆୟୋଜିତ ସଭାରେ ଜଳେଶ୍ବର ବିଧାୟକ ଅଶ୍ବନୀ କୁମାର ପାତ୍ର,ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଙ୍କ ସମେତ ବହୂ ବରିଷ୍ଠ ବିଜେଡି ନେତୃବୃନ୍ଦ ଯୋଗଦେଇ ରାଜ୍ଯ ରେ