ହିନ୍ଦୋଳ: ଲହଡା ଗ୍ରାମ ନିକଟରେ ଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ ବଳଦ ଗୁରୁତର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦଣ୍ଡିରୀ ପଞ୍ଚାୟତ ଲହଡା ଗାଁ ରାଣୀ ତଇଲାଠାରେ ଆଜି ଦିନ 4ଟା ବେଳେ ଗୋଟିଏ ବଳଦ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବମ ଖାଇ ଗୁରୁତର ଆହତ ହୋଇ ଜୀବନ ସହ ଲଢ଼ୁଥିବାର ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ଏ ନେଇ ବନ ବିଭାଗକୁ ଗ୍ରାମବାସୀ ମାନେ ଖବର ଦେଇଥିଲେ ମଧ୍ୟ ଦୀର୍ଘ ସମୟ ପଯ୍ୟନ୍ତ କାହାର ଦେଖା ନମିଳିବାରୁ ଗାଁରେରେ ଅସନ୍ତୋଷ ଦେଖା ଦେଇଛି। ଜନ୍ତୁ ଶିକାରୀଙ୍କୁ ଧରିବା ବେଳେ ନିରୀହ ଲୋକଙ୍କୁ ଘରୁ ଉଠାଇ ନେଉଛି ବନ ବିଭାଗ. ହେଲେ ଜନ୍ତୁ ପରିବର୍ତ୍ତେ ଯଦି ଗୃହ ପାଳିତ ପଶୁ ଏହାର ଶିକାର ହେଉଛନ୍ତି ସେଥି ପ୍ରତି ସାମାନ୍ୟ ଶମ୍ବେଦନଶୀଳ କିମ୍ବା