ବାରିପଦା ମ୍ୟୁନିସିପାଲଟି: ଅଧ୍ୟାପକ ବଦଳି ନେଇ ଏମପିସି କଲେଜରେ ଛାତ୍ରଛାତ୍ରୀଙ୍କ ତାଲାବନ୍ଦ ଆନ୍ଦୋଳନ
ବାରିପଦା ର ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗରେ ଅନୁମୋଦିତ ସଂଖ୍ୟକ ଅଧ୍ୟାପକ ନଥିବା ସତ୍ତ୍ବେ ଜଣେ ଅଧ୍ୟାପିକାଙ୍କୁ ହଠାତ୍ ବଦଳି କରାଯାଇଥିବା ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଶୁକ୍ରବାର ପୂର୍ବାହ୍ନ ୧୦ ଟାରୁ ମହାବିଦ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦିଆଯିବା ସହିତ ଆନ୍ଦୋଳନ ଜାରି ରଖାଯାଇଛି।