ବାତ୍ୟା ମୋନ୍ଥା ପ୍ରଭାବରେ ଗୋପାଳପୁର ବେଳାଭୂମି ସମୁଦ୍ର ଅଶାନ୍ତ ରହିଛି ।ଗତ କାଲି ଅପେକ୍ଷା ସମୁଦ୍ରର ଜୁଆର ଆସ୍ତେ ଆସ୍ତେ ବଢିବାର ଲାଗିଥିବା ବେଳେ ପବନ ମଧ୍ୟ୍ୟ କମିବାର ଲାଗିଛି। ପର୍ଯ୍ୟଟକ ଙ୍କୁ ବେଳାଭୂମି ବାରଣ କରାଯିବl ସହ ସମସ୍ତ ହୋଟେଲ ଗୁଡିକୁ ମଧ୍ୟ ତିନିଦିନ ପର୍ଯ୍ୟନ୍ତ ପର୍ଯ୍ୟଟକ ଙ୍କ କୌଣସି ବୁକିଂଙ୍ଗ ନ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।