ଶୁକ୍ରବାର ଥିଲା ବହୁ ଚର୍ଚ୍ଚିତ ନୂଆପଡା ଉପ ନିର୍ବାଚନ ର ଭୋଟ ଗଣତି। ନୂଆପଡା ଉପନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ରାଜୁ ଢୋଲକିଆ ଙ୍କ ପୁଅ ଜୟ ଢୋଲକିଆ ରେକର୍ଡ଼ ସଂଖ୍ୟକ ଭୋଟ ରେ ବିଜୟୀ ହୋଇଛନ୍ତି। ଏହି ଅବସରରେ ଶୁକ୍ରବାର ସନ୍ଧ୍ୟା 7 ଟା ସମୟରେ ବାଣ ଫୋଟୋକା ଓ ବାଜା ବଜେଈ ନାଚିବା ସହ ସହର ବାସୀଙ୍କୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ।