-ଆଜି ପୁଇଁତଳା ବ୍ଲକ ଅଧୀନରେ ମଲମୁଣ୍ଡା ଗ୍ରାମପଞ୍ଚାୟତ ର ବିଭିନ୍ନ PMAY (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଘର ପରିଦର୍ଶନ କରିଥିଲେ ବି ଡ଼ି ଓ । ଘର ଗୁଡିକର ଗୁଣତା, ନିର୍ମାଣ ଗତି ଓ ଲାଭାଣ୍ବିତ ମାନଙ୍କ ସହ ସାକ୍ଷାତ୍ କରି ସେମାନଙ୍କ ମତାମତ ଜାଣିଥିଲେ। ଅଧିକାରୀ ମହୋଦୟ ଯୋଜନାର ନିୟମିତ ମନିଟରିଂ ଓ ସମୟସୀମା ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୋଲି କାର୍ଯ୍ୟାଳୟ ତରଫରୁ ଅପରାହ୍ନ 3ସମୟରେ ସୂଚନା ଦିଆଯାଇଛି