ବାଙ୍ଗିରିପୋଷି: ଅନ୍ଧାରି (ଗୋଡ଼ିଆପୋଖରୀ) ଓ କାଠଶୀର୍ଷି ଗ୍ରାମର ଲୋକମାନଙ୍କୁ ନେଇ ହୋଇଥିବା ସଭାରେ ଯୋଗଦେଲେ ବାଙ୍ଗିରିପୋଷି ବିଧାୟିକା
ଗୁରୁବାର ଦିନ ପ୍ରାୟ ୩ ଟାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକ ରେ ଥିବା ଅନ୍ଧାରି (ଗୋଡ଼ିଆପୋଖରୀ) ଓ କାଠଶୀର୍ଷି ଗ୍ରାମର ଲୋକମାନଙ୍କୁ ନେଇ ହୋଇଥିବା ସଭାରେ ଯୋଗଦେଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ।