କଟକ ପୌରାଞ୍ଚଳ: ପାସପୋର୍ଟ କରାଇଦେବା ଆଳରେ ଏସସିବିର ଜଣେ ଡାକ୍ତରଙ୍କ ଠାରୁ ୪୦ହଜାର ଠକେଇ ମଙ୍ଗଳାବାଗ ଥାନା ପୁଲିସ ରବିବାର ଅଭିଯୁକ୍ତ କୁ ଗିରଫ କରିଛି।
Cuttack M Corp PS, Cuttack | Aug 17, 2025
ପାସପୋର୍ଟ କରାଇଦେବା ଆଳରେ କଟକ ବଡ ଡ଼ାକ୍ତରଖାନାର ଜଣେ ଡାକ୍ତରଙ୍କ ଠାରୁ ୪୦ହଜାର ଟଙ୍କା ଠକେଇ ହୋଇଛି। ଏତଲାକ୍ରମେ ମଙ୍ଗଳାବାଗ ଥାନା ପୁଲିସ...