ବହ୍ନିକନ୍ୟା ପାର୍ବତୀ ଗିରୀଙ୍କ ଜନ୍ମ ଶତଵାର୍ଷିକୀ କାର୍ଯ୍ୟକ୍ରମ ଉଦଯାପିତ ଯୁଯୋମୁରା ବ୍ଲକ ବିରସିଂହଗଡ଼ ପଂଚାୟତ ଅନ୍ତର୍ଗତ ମହୁଲପାଲି ( ଫୁଲଝରଣ ) ଠାରେ ତିନି ଦିନ ଧରି ଚାଲିଥିବା ବନହିଁକନ୍ୟା ପାର୍ବତୀ ଗିରୀଙ୍କ ଜନ୍ମ ଶତଵାର୍ଷିକୀ ସୋମବାର ସକାଳେ ଉଦଯାପିତ ହୋଇଯାଇଛି l ରେଢ଼ାଖୋଲ ବିଧାୟକ ତଥା ପାର୍ବତୀ ଗିରି ଜନ୍ମଶତବାର୍ଷିକ କମିଟିର ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି, ବରଗଡ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ପ୍ରଦୀପ ହୋତା ମୁଖ୍ୟ ବକ୍ତା, ହୀର