ଅଜଣା ବ୍ଯକ୍ତିକଂ ମୃତ ଦେହ ଉଦ୍ଧାର। ଶୁକ୍ରବାର ଅପରାହ୍ନ ୨ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଅର୍ନ୍ତଗତ ଋଷିକୂଲ୍ୟା ନଦୀ ତଟ ପଙ୍କାଳ ନିକଟରେ ଅଜଣା ଶବକୁ ଜବତ କରିଛି ଗଞ୍ଜାମ ପୋଲିସ ।ତେବେ ମୃତକଙ୍କ ପରିଚୟ ଜଣା ପଡ଼ି ନଥିବା ବେଳେ ଶବଟି ପଚି ଯାଇଛି। ଶବଟି ଏଠାକୁ କିପରି ଆସି ଲାଗିଛି ସେ ନେଇ ତଦନ୍ତ କରୁଛି ଗଞ୍ଜାମ ପୋଲିସ।