ସୋନପୁର: ଲମକାନୀ ଗ୍ରାମରେ କୁଲତା ସମାଜର ଜରୁରୀ ବୈଠକ ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଲମ୍ବକାନି ଗ୍ରାମ ଠାରେ ଜିଲ୍ଲା କୁଲତା ସମାଜର ଏକ ଜରୁରୀ ବୈଠକ ସଭାପତି ଡା.ମୁରଲୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ଜୟ ଧ୍ୱନୀ ପରେ ବୈଠକରେ ଗତ ବାର୍ଷିକ ମହାସଭାର ଆୟ ବ୍ୟୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବନମାଳୀ ପଧାନଙ୍କ ପ୍ରସ୍ତୁତି ଉପରେ ସମ୍ପାଦକ ଶ୍ରୀଯୁକ୍ତ ରମେଶ ପଧାନ ପଠନ କରିଥିଲେ |ଛତିଶଗଡରୁ ପ୍ରାୟ ପଚାଶ ଜଣ ଜାତି ଗଙ୍ଗା କର୍ମକର୍ତା ଆସିଥିବାରୁ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା |ପରେ ମିଳିତ ସଭାରେ ଦ