କେନ୍ଦ୍ରାପଡା: ଦୁଇଦିନ ବିଦ୍ୟୁତ ବିଚ୍ଛିନ୍ନ: ଓଲଢିରେ ଗ୍ରାମବାସୀଙ୍କ ପକ୍ଷରୁ ଓଲଢି ଛକରେ 53 ନମ୍ବର ଜାତୀୟ ରାଜପଥ ଅବରୋଧ ।
Kendrapara, Kendrapara | Aug 27, 2025
ଓଲଢି ଗ୍ରାମରେ ଦୁଇଦିନ ଧରି ବିଦ୍ୟୁତ ବିଚ୍ଛିନ୍ନ ହେବାକୁ ନେଇ ଗ୍ରାମବାସୀ ମାନେ ଆଜି ସନ୍ଧ୍ୟା ୫.୩୦ରେ ୫୩ ନମ୍ବର ଜାତୀୟ ରାଜପଥର ଓଲଢି ଛକ...