ସୂଚନା ଅନୁସାରେ ଆଜି ସାନ୍ଧ୍ୟ 6. 30 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଖେଳ ପଡିଆରେ ଗତ 18 ତାରିଖରୁ ଅନୁଷ୍ଠିତ ହୋଇଥିବା 15 ତମ ମାଁ ଖମ୍ବେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟ, ଟେଭାପଦର କପ 2025 ଉଦଯାପିତ ହୋଇଯାଇଛି l ଆଜିର ଉଦଯାପନୀ ତଥା ଫାଇନାଲ ମେଚ ସୁବଳୟା ଏବଂ କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତିନୋଟି ଫର୍ମାଟ ବିଶିଷ୍ଟ ଏହି ମେଚରେ ପ୍ରଥମେ ସୁବଳୟା ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ 8 ଓଭରରେ 5/103 ରନ ସଂଗ୍ରହ କରିଥିଲା , ଜବାବ