ବୀରମହାରାଜପୁର: ଉଲୁଣ୍ଡା ସରକାରୀ ବସଷ୍ଟାଣ୍ଡ ନିକଟରୁ କାର ସହ 187 ବୋତଲ କପ୍ ଶିରଫ ଜବତ, ଦୁଇ ଗିରଫ
Biramaharajpur, Subarnapur (Sonepur) | Sep 1, 2025
ଉଲୁଣ୍ଡା ସରକାରୀ ବାସ ଷ୍ଟାଣ୍ଡ କାର ସହ ବିପୁଳ ମାତ୍ରାରେ କପ୍ ଶିରଫ ଜବତ, ଦୁଇ ଗିରଫ l ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 2ଟା ସମୟରେ...