ଛତ୍ରପୁର: ବ୍ରହ୍ମପୁର ଆକୁଂଲି ଠାରେ ଧୁମଧାମରେ ଚାଲିଛି ମା ଙ୍କ ନବମୀ ପୂଜା, ପ୍ରତିକ୍ରିୟା ରଖିଲେ ଭକ୍ତ
ଆଜି ମହାମାୟାଙ୍କ ମହାନବମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିିତ ହେଉଛି। ବ୍ରହ୍ମପୁର ସ୍ଥିତ ଆକୁଂଲି ଠାରେ ଧୁମଧାମରେ ଚାଲିଛି ମା ଙ୍କ ନବମୀ ପୂଜା ।ନବରାତ୍ରି ପୂଜା ଅବସରରେ ପୂଜା ମଣ୍ଡପରେ ଭିଡ ଦେଖିବାକୁ ମିଳୁଛି। ମଂଗଳବାର ସଂଧ୍ୟାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭକ୍ତ।