ଛେଣ୍ଡିପଦା: ତୁକୁଡା ମୁଣ୍ଢା ସାହି ନିକଟରେ ଦୁର୍ଘଟରେ ଗୁରୁତର ହୋଇଥିବା ୨ ୟ ବାଟାଲିୟନ ଜବନଙ୍କୁ ଅନୁଗୋଳ ଜିଲ୍ଲା ମେଡିକାଲରେ ଭେଟିଲେ ଛେଣ୍ଡିପଦା ବିଧାୟକ
Chhendipada, Angul | Aug 2, 2025
ବିଳମ୍ବିତ ରାତିରେ ୨ୟ ବାଟାଲିୟନର ୧୪ ଜଣ ଯବାନଙ୍କୁ ନେଇ ଏକ ଟ୍ରାଭେଲର ଗାଡି ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଛେଣ୍ଡିପଦା...