ବରଗଡ: ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ ହେଲା ପ୍ୟାରେଡ ଅଭ୍ୟାସ କାର୍ଯ୍ୟକ୍ରମ
Bargarh, Bargarh (Baragarh) | Aug 10, 2025
ଅଗଷ୍ଟ 15 ସ୍ୱାଧୀନତା ଦିବସ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଏହି କ୍ରମରେ ରବିବାର ସକାଳ 9 ଘଣ୍ଟା ସମୟରେ ସ୍କୁଲ କଲେଜ...