ପାଟଣାଗଡ: ବଥଲାଛକ ନିକଟରେ ବାଇକକୁ ପିଟିଲା ପିକପ୍ ଗାଡ଼ି ବାଇକ ଚାଳକ ମୃତ
ବଞାରି ଗ୍ରାମର ଦେବରାଜ ପୁଞ୍ଜି ନାମକ ଜନୈକ ଯୁବକ ରବିବାର ମଧ୍ୟାହ୍ନରେ ପାଟଣାଗଡ଼ ରୁ ନିଜ ଗ୍ରାମ କୁ ବାଇକ ରେ ଯାଉଥିଲା ।ଵଥଲାଛକ ନିକଟରେ ଏକ ପିକପ୍ ଗାଡ଼ି ପଛପଟରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦେବରାଜ ର ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି