ବାଲିକୁଦା: ଏରସମା ବ୍ଲକ୍ ଗୁରୁଗୁରିଆ ଗ୍ରାମର ସୁରେନ୍ଦ୍ର ସ୍ଵାଇଁ ଙ୍କ ସ୍ମୃତି ଚାରଣ ଅବସରରେ ଯୋଗ ଦେଲେ କଂଗ୍ରେସ ବିଧାୟକ ପାର୍ଥୀ
ଏରସମା ବ୍ଲକ୍ ଗୁରୁଗୁରିଆ ଗ୍ରାମର ସୁରେନ୍ଦ୍ର ସ୍ଵାଇଁ ଙ୍କ ସ୍ମୃତି ଚାରଣ ଅବସରରେ ଯୋଗ ଦେଲେ କଂଗ୍ରେସ ବିଧାୟକ ପାର୍ଥୀ ଶନିବାର ସନ୍ଧ୍ୟାରେ 7ଘଟିକା ସମୟରେ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଗୁରିଆ ଗ୍ରାମର ସୁରେନ୍ଦ୍ର ସ୍ଵାଇଁଙ୍କ ଏକାଦଶାହ ଅବସରରେ ଗୁରୁବାର ସନ୍ଧ୍ୟାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି।ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଥିଲେ ଏହି କାର୍ଯ୍ୟକ୍ରମରେ ବାଲିକୁଦା ଏରସମା କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ ନଳିନୀ କୁମାର ସ୍ଵାଇଁ,କବି ଭୁବନାନନ୍ଦ ମହାନ୍ତି,ଅବସରପ୍ରାପ୍ତ ଇଂ କ୍ଷୀରୋଦ ସ୍ଵାଇଁ,ଅଧ୍ୟାପକ ହିରଣ୍ୟ କୁମ