କୋରାପୁଟ ସହର: କୋରାପୁଟ ର ଲମତାପୁଟ ରେ ଶୀତ ର ଲହରୀ ସହ ଘନ କୁହୁଡ଼ି ଜାରି।
କୋରାପୁଟ.. କୋରାପୁଟ ରେ ଶୀତ ର ଲହରୀ ଜାରି ରହିଛି। ଗୋଟିଏ ପଟେ ଜାଡ ଅନ୍ୟ ପଟେ ଘନ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଆଜି ସନ୍ଧ୍ୟା ଛଅ ଟା ସମୟ ରେଗତକାଲି କୋରାପୁଟ ରେ 12 ଡିଗ୍ରୀ ରହିଥିବା ବେଳେ ସିମିଳିଗୁଡା ରେ ଆଠ ଡିଗ୍ରୀ ଏବଂ ଲମତା ପୁଟ ରେ ପାଞ୍ଚ ଡିଗ୍ରୀ ରହିଚି। ହାଡ଼ ଭଙ୍ଗା ଶୀତ ଯୋଗୁଁ ଲୋକ ମାନଙ୍କର କାମ ଭି ବିଳମ୍ବ ରେ ହେଉଛି