ରାଇଘର: ଟ୍ରକ୍ କୁ ପିଟିଲା ବାଇକ୍ ଘଟଣା ସ୍ଥଳ ରେ ଦୁଇ ମୃତ
Place_ UMERKOTE Date _25.10.2025 ଆଜି ସନ୍ଧ୍ୟା ୫ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲା ରାଇଘର ଦେବାଗାଁ ନିକଟ ଭାରତମାଳା ରାସ୍ତାରେ ଟ୍ରକ୍ କୁ ପଛ ପଟୁ ପିଟିଲା ବାଇକ୍ । ଘଟଣା ସ୍ଥଳ ରେ ଦୁଇ ବାଇକ୍ ଚାଳକ ମୃତ।ମୃତକ ମାନେ ହେଲେ ରୋହିତ ପୂଜାରୀ ଓ ରାଜୁ ପାଣ୍ଡେ । ଭାରତ ମାଳା ରାସ୍ତା ଉପରେ ମକା ବୋଝେଇ ଏକ ଟ୍ରକ ଖରାପ ହୋଇ ତିନି ଦିନ ହେଲା ଠିଆ ହୋଇଥିବା ବେଳେ ଟ୍ରକ ର ପଛ ପଟେ ବାଇକ୍ ଦୃତ ଗତି ରେ ଆସି ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳ ରେ ଦୁଇ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ରେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାର ଦୁଃଖ ପ୍ରକାଶ କରିବା ସହ ବାଇକ୍