ଫୁଲବାଣୀ ସହର: ବନ୍ଧ ଛକ ରେ ବାଇକ ରେ ଆବଶ୍ୟକୀୟ ଠାରୁ ଅଧିକ ବ୍ୟକ୍ତି ବସିବା, ହେଲେମେଟ ପିନ୍ଧି ନ ଥିବା,କାଗଜ ପତ୍ର ନ ଥିବାଯୋଙ୍ଗୁ ପୋଲିସ କଲା ମାମଲା
ଜି ଉଦୟଗିରି ସହର ରେ ବାଇକ ରେ ଆବଶ୍ୟକୀୟ ଠାରୁ ଅଧିକ ବ୍ୟକ୍ତି ବସିବା, ହେଲେମେଟ ପିନ୍ଧି ନ ଥିବା, ଆବଶ୍ୟକୀୟ କାଗଜ ପତ୍ର ନ ଥିବା ଅଭିଯୋଗ ରେ ପୋଲିସ ଗାଡି କୁ ଜବତ କରିବା ସହ ଥାନାରେ 197/2025 ରେ ଏକ ମାମଲା ରୁଜୁ କରିଅଛି.