Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
बीजेपी
Uttar_pradesh
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
No video available

युवक द्वारा अपनी भाभी पर जानलेवा हमला, बचाने आई मां की हालत गंभीर, अपना गर्दन भी काटा ..!

Bondamunda, Sundargarh | Mar 10, 2023

MORE NEWS

*ଖାଦ୍ଯ ବିଷାକ୍ତ ଜନିତ ରୋଗରେ ପୀଡିତ ମହିଳା ଆପୋଲୋ ହସ୍ପିଟାଲ୍ସରେ ଜୀବନ ଫେରି ପାଇଲେ*

ରାଉରକେଲା ୪/୭,  ସୁନ୍ଦରଗଡ ଜିଲ୍ଲା ବରସୁଆଁର ରହୁଥିବା ଶ୍ରୀମତୀ ସ୍ବୟଂପ୍ରଭା ବେହେରା (୨୪ ବର୍ଷ) ବୁଧବାର ସକାଳେ ବଜାରରେ ବିକ୍ରୀ ହେଉଥିବା ବରା ଖାଇ ଅସୁସ୍ଥତା ଅନୁଭବ କରିଥିଲେ। ପରେ ବାନ୍ତି ହେବାରୁ, ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ହାଇଟେକ୍ ମେଡିକାଲ କଲେଜ ନିଆଯାଇଥିଲା। ହାଇଟେକ୍ ମେଡିକାଲ କଲେଜ ତାଙ୍କୁ ଆଇସିୟୁର ବ୍ଯବସ୍ଥା ନଥାଇ ଫେରାଇ ଦେବାରୁ, ରୋଗୀଙ୍କୁ ରାଉରକେଲା ଆପୋଲୋ ହସ୍ପିଟାଲ୍ସକୁ ନେଇଥିଲେ ତାଙ୍କ ସ୍ବାମୀ। ଆପୋଲୋ ହସ୍ପିଟାଲ୍ସରେ ପହଞ୍ଚିବା ବେଳକୁ ରୋଗୀ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିଲେ।
     ଖାଦ୍ୟ ବିଷାକ୍ତ ଜନିତ ରୋଗରେ ପୀଡ଼ିତ ସ୍ବୟଂପ୍ରଭାଙ୍କୁ ତୁରନ୍ତ କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚେତଭ ରେଡ୍ଡୀ ତାଙ୍କୁ ଚିକିତ୍ସା କରିଥିଲେ। ଦୁଇ ଦିନ ଧରି ଚିକିତ୍ସା କରିବା ପରେ ଖାଦ୍ୟ ବିଷାକ୍ତ ଜନିତ (ଫୁଡ ପଏଜନ୍) ରୋଗରୁ ଆରୋଗ୍ୟଲାଭ କରିଥିଲେ ଶ୍ରୀମତୀ ସ୍ବୟଂପ୍ରଭା ବେହେରା । ଆପୋଲୋ ହସ୍ପିଟାଲ୍ସର କ୍ରିଟିକାଲ୍ କେୟାର ୟୁନିଟର ଡାକ୍ତର ଚେତଭ ରେଡ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ଫୁଡ୍ ପଏଜନ୍ ଜନିତ ଘଟଣା ହଜାରରେ ଗୋଟିଏ ଦେଖିବାକୁ ମିଳେ, ଯାହାକି ରୋଗୀ ସ୍ବୟଂପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେ ଆରୋଗ୍ୟଲାଭ କରିଥିବାରୁ ଆପୋଲୋ ହସ୍ପିଟାଲ୍ସ କ୍ଷେତ୍ରରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିକିତ୍ସା ବୋଲି ବିବେଚନା କରାଯାଉଛି।

*ଖାଦ୍ଯ ବିଷାକ୍ତ ଜନିତ ରୋଗରେ ପୀଡିତ ମହିଳା ଆପୋଲୋ ହସ୍ପିଟାଲ୍ସରେ ଜୀବନ ଫେରି ପାଇଲେ* ରାଉରକେଲା ୪/୭, ସୁନ୍ଦରଗଡ ଜିଲ୍ଲା ବରସୁଆଁର ରହୁଥିବା ଶ୍ରୀମତୀ ସ୍ବୟଂପ୍ରଭା ବେହେରା (୨୪ ବର୍ଷ) ବୁଧବାର ସକାଳେ ବଜାରରେ ବିକ୍ରୀ ହେଉଥିବା ବରା ଖାଇ ଅସୁସ୍ଥତା ଅନୁଭବ କରିଥିଲେ। ପରେ ବାନ୍ତି ହେବାରୁ, ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ହାଇଟେକ୍ ମେଡିକାଲ କଲେଜ ନିଆଯାଇଥିଲା। ହାଇଟେକ୍ ମେଡିକାଲ କଲେଜ ତାଙ୍କୁ ଆଇସିୟୁର ବ୍ଯବସ୍ଥା ନଥାଇ ଫେରାଇ ଦେବାରୁ, ରୋଗୀଙ୍କୁ ରାଉରକେଲା ଆପୋଲୋ ହସ୍ପିଟାଲ୍ସକୁ ନେଇଥିଲେ ତାଙ୍କ ସ୍ବାମୀ। ଆପୋଲୋ ହସ୍ପିଟାଲ୍ସରେ ପହଞ୍ଚିବା ବେଳକୁ ରୋଗୀ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଥିଲେ। ଖାଦ୍ୟ ବିଷାକ୍ତ ଜନିତ ରୋଗରେ ପୀଡ଼ିତ ସ୍ବୟଂପ୍ରଭାଙ୍କୁ ତୁରନ୍ତ କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚେତଭ ରେଡ୍ଡୀ ତାଙ୍କୁ ଚିକିତ୍ସା କରିଥିଲେ। ଦୁଇ ଦିନ ଧରି ଚିକିତ୍ସା କରିବା ପରେ ଖାଦ୍ୟ ବିଷାକ୍ତ ଜନିତ (ଫୁଡ ପଏଜନ୍) ରୋଗରୁ ଆରୋଗ୍ୟଲାଭ କରିଥିଲେ ଶ୍ରୀମତୀ ସ୍ବୟଂପ୍ରଭା ବେହେରା । ଆପୋଲୋ ହସ୍ପିଟାଲ୍ସର କ୍ରିଟିକାଲ୍ କେୟାର ୟୁନିଟର ଡାକ୍ତର ଚେତଭ ରେଡ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏଭଳି ଫୁଡ୍ ପଏଜନ୍ ଜନିତ ଘଟଣା ହଜାରରେ ଗୋଟିଏ ଦେଖିବାକୁ ମିଳେ, ଯାହାକି ରୋଗୀ ସ୍ବୟଂପ୍ରଭାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେ ଆରୋଗ୍ୟଲାଭ କରିଥିବାରୁ ଆପୋଲୋ ହସ୍ପିଟାଲ୍ସ କ୍ଷେତ୍ରରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିକିତ୍ସା ବୋଲି ବିବେଚନା କରାଯାଉଛି।

Raurkela M, Sundargarh | Jul 4, 2026

କାଟି _ଖିନ _ଭିନ୍ନ _କରିଦିଅ _ମୋ _ଭଉଣୀକୁ

କାଟି _ଖିନ _ଭିନ୍ନ _କରିଦିଅ _ମୋ _ଭଉଣୀକୁ

Raurkela M, Sundargarh | Jul 4, 2026

SMS News Bureau Bondamunda 

ସଂପ୍ରତି ବରକାନୀ ରେ ଆରଏସପି ସଂପ୍ରସାରଣ ନେଇ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି। ରାତି ରେ ମଧ୍ୟ ପୋଲିସ,ସିଆରପିଏଫ୍ ଙ୍କ ସହ ଇସ୍ପାତ କାରଖାନା ର ଅଗ୍ନିଶମ ଓ ବିଭାଗୀୟ କର୍ମଚାରୀ ପଇଁତାରା ମାରୁଛନ୍ତି। ଆଜି ରାତି ୧୧ଟା ସମୟରେ ଏକ ଗୋଠ ଛଡା ଦନ୍ତା ବରକାନୀ ନିର୍ମାଣଧିନ ପାଚେରୀ ନିକଟରେ ବୁଲୁଥିବା ନଜର କୁ ଆସିଥିଲା। 

#smsnewsnetwork #rourkela #bondamunda #barkani #RSP #expansion #tusker #townservices

SMS News Bureau Bondamunda ସଂପ୍ରତି ବରକାନୀ ରେ ଆରଏସପି ସଂପ୍ରସାରଣ ନେଇ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି। ରାତି ରେ ମଧ୍ୟ ପୋଲିସ,ସିଆରପିଏଫ୍ ଙ୍କ ସହ ଇସ୍ପାତ କାରଖାନା ର ଅଗ୍ନିଶମ ଓ ବିଭାଗୀୟ କର୍ମଚାରୀ ପଇଁତାରା ମାରୁଛନ୍ତି। ଆଜି ରାତି ୧୧ଟା ସମୟରେ ଏକ ଗୋଠ ଛଡା ଦନ୍ତା ବରକାନୀ ନିର୍ମାଣଧିନ ପାଚେରୀ ନିକଟରେ ବୁଲୁଥିବା ନଜର କୁ ଆସିଥିଲା। #smsnewsnetwork #rourkela #bondamunda #barkani #RSP #expansion #tusker #townservices

Sundargarh Town, Sundargarh | Jul 4, 2026