କୋଟପାଡ: କୁନ୍ଦୁରା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓଙ୍କୁ ଦାବୀ ପ୍ରଦାନ କଲା ଶହୀଦ ଲଷ୍ମଣ ନାୟକ ମୂଳ ଅଧିବାସୀ ସଙ୍ଘ l
Kotpad, Koraput | Oct 10, 2025 କୁନ୍ଦୁରା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଦାବୀ ପ୍ରଦାନ କଲା ଶହୀଦ ଲଷ୍ମଣ ନାୟକ ମୂଳ ଅଧିବାସୀ ସଙ୍ଘ l ଶୁକ୍ରବାର ସନ୍ଧ୍ୟା ପାଞ୍ଚ ଟା ସମୟରେ କୁନ୍ଦୁରା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଙ୍କୁ ଭେଟି ଏକ ଲିଖିତ ଦାବୀ ପ୍ରଦାନ କରିଛନ୍ତି l ସଙ୍ଘର ଅଭିଯୋଗ ଅନୁଯାଇ, ବ୍ଲକର ଅଧିକାଂଶ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଥିବାବେଳେ ଅନ୍ୟ ବ୍ଲକ କୁ କେମିତି ଶିକ୍ଷକ ବଦଳି କରୁଛନ୍ତି l କିଛି ଶିକ୍ଷକଙ୍କୁ ଉଦେଶ୍ୟ ମୂଳକ ବଦଳି କରାଯାଇଛି ଯାହାକୁ ସଙ୍ଘ ବିରୋଧ କରିଛି ଆଉ ବଦଳି ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ଦାବୀ କରିଛି l