ଫୁଲବାଣୀ ସହର: ଜି ଉଦୟଗିରି: ହାଟପଦା ନିକଟରେ ବାଇକ୍ ଯାଇ ସ୍କୁଟି କୁ,ସ୍କୁଟି ଚାଳକ ଗୁରୁତର,ଜି ଉଦୟଗିରି ମେଡିକାଲ ରେ ଭର୍ତ୍ତି
ହାଟପଦା ନିକଟରେ ବାଇକ୍ ଯାଇ ସ୍କୁଟି କୁ,ସ୍କୁଟି ଚାଳକ ଗୁରୁତର,ଜି ଉଦୟଗିରି ମେଡିକାଲ ରେ ଭର୍ତ୍ତି।ସୂଚନା ଯୋଗ୍ୟ ଯେ ରାଇକିଆ ପଟୁ ଆସୁଥିବା ସ୍କୁଟି ସହ ଏକ ବାଇକ୍ ଧକ୍କା ହୋଇଥିଲା।ଯା ଦ୍ୱାରା ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ପଡ଼ିଥିଲେ।ସ୍ଥାନୀୟ ଲୋକେ ଜି ଉଦୟଗିରି ମେଡିକାଲ ରେ ଭର୍ତ୍ତି କରିଛନ୍ତି।ବାଇକ୍ ଚାଳକ ଫେରାର ଅଛି ଓ ଗୁରୁତର ଙ୍କ ପରିଚୟ ମିଳିନାହିଁ।