ଖଜୁରୀପଡା ଠାରେ 47 ଲକ୍ଷ୍ୟ ପଚାଶ ଟଙ୍କା ଗଞ୍ଜେଇ ଟ୍ରକ୍ ଜବତ ଦୁଇ ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଫେରାଇ, ଏହି ସୁଚନା ଟି ଶୁକ୍ରବାର ଅପରାହ୍ନ 4ଘଣ୍ଟିକା ରେ ଅବକାରୀ ବିଭାଗ ସୁଚନା ଦୈଇଛନ୍ତି, ସୁଚନା ମୁତାବକ ପଟାବାଲି ସାହି ବ୍ରିଜ ଅବକାରୀ ଫୁଲବାଣୀ ସଦର ଟିମ ଦ୍ୱାରା ଏକ ଆଇଚରଗାଡି ସହ 175- କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଦୁଇ ଜଣ ଗଞ୍ଜେଇ ମାଫିଆ ଘଟଣାସ୍ଥଳ ରୁ ଫେରାର ଚାଲାଣ ଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ଏବଂ ଏହାର ଆନୁମାନିକ ମୂଲ୍ୟ 47 ଲକ୍ଷ୍ୟ 50 ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି l ସୂଚନା ଅନୁସାରେ ଅବକାର