ଦେବଗଡ: ମସିନ୍ତା ନିକଟ ରାଜ୍ୟ ରାଜପଥ ଉପରେ ଚାଲିଲା ବ୍ରାହ୍ମଣୀ ନଦୀର ବନ୍ୟା ପାଣି, ଗମନାଗମନ ବାଧାପ୍ରାପ୍ତ
Debagarh, Debagarh (Deogarh) | Jul 27, 2025
ରାସ୍ତା ଉପରେ ଚାଲିଲା ବ୍ରାହ୍ମଣୀ ନଦୀର ବନ୍ୟାପାଣି, ଗମନାଗମନ ବାଧାପ୍ରାପ୍ତ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବାହାଡାପଶି ରୁ ରାଉରକେଲାକୁ...