ଡାବୁଗାଁ: ଡାବୁଗାଁ ରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ
ଡାବୁଗାଁ ରେ ଘଡ଼ଘଡ଼ି ସହ ବର୍ଷା ହେବ ଫଳରେ ଜନ ଜୀବନ ସମ୍ପୂର୍ଣ ଅସ୍ତବ୍ୟସ୍ତ ହୋଇ ପଡିଛି। ସଦର ମହାକୁମରେ ବିଭିନ୍ନ ଦେକାନରେ ବର୍ଷା ପାଣି ପଶି ଜିନିଷ ପାତ୍ର ନଷ୍ଟ ହେବା ସହ ସନ୍ଧ୍ୟା ରୁ କରେଣ୍ଟ କାଟ ଯୋଗୁଁ  ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା