ମନରେଗା ଯୋଜନାର ନୂଆ ନାମକରଣକୁ କଂଗ୍ରେସର ବିରୋଧ। ଏନେଇ ଏକ ପ୍ରତିବାଦ ତଥା ଗଣଧାରଣା କାର୍ଯ୍ୟକ୍ରମ ବ୍ରହ୍ମପୁର ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମାଧ୍ୟମରେ ଗରିବ ଓ ଶ୍ରମଜୀବୀ ଲୋକମାନଙ୍କର ଅଧିକାରକୁ ଅନ୍ୟାୟଭାବେ ହରଣ କରିବା, ବିଜେପି ସରକାରର ଗଣବିରୋଧୀ ମାନସିକତାର ସ୍ପଷ୍ଟ ପ୍ରମାଣ ବୋଲି ଅଭିଯୋଗ କରିଛି କଂଗ୍ରେସ।