ଆଜି ଭଳି ପବିତ୍ର ଦିନରେ କିଛି ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ବହୁମାତ୍ରାରେ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ବାରିପଦା ସହରର ପାଲବଣୀ ଏରିଆ ରୁ ପାଖାପାଖି ଥିବା ୨୭୦୦ ରୁ ଉର୍ଦ୍ଧ୍ଵ ଗଛ କାଟିବା ଆରମ୍ଭ କରିଛନ୍ତି। ଯାହାକି ମହାରାଜା ଙ୍କୁ ଘୋର ଅପମାନିତ କରିବା ଭଳି ସଂଗଠନ ହୃଦବୋଧ କରୁଛି ବୋଲି ଅଭିଯୋଗ ଆଣିଛି।