Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବୀରମହାରାଜପୁର: ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ମାଁ ପାଇଁ ଗଛ ଟିଏ କାର୍ଯକ୍ରମ ଅନୁଷ୍ଠିତ , ଯୋଗଦେଲେ ଉପଜିଲ୍ଲାପାଳ

ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଆଜି ପୂର୍ବାହ୍ନ ପ୍ରାୟ 10ଟା 30ମିନିଟ ସମୟରେ ମାଁ ପାଇଁ ଗଛ ଟିଏ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯକ୍ରମ କ ଉପଯିଲ୍ପଲ୍ ସୁରେନ୍ଦ୍ର ମେହେର, ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡାଯୋଗଦେଇ କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ସାମୁହିକ ଭାବରେ ବ8ଭିନ୍ନ ଚାରା ରୋପଣ କରାଯାଇଥିଲା l ଏହୀ କାର୍ଯକ୍ରମରେ ବ 9ଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l

MORE NEWS