Public App Logo
Jansamasya
National
Happydiwali
Railinfra4andhrapradesh
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv

ଜୟପୁର: କାଠ ଫାଳିଆ ରେ ଆକ୍ରମଣ ମାମଲା ହାନାଗୁଡ଼ା ରୁ ଅଭିଯୁକ୍ତ କୁ ଗିରଫ କଲା ଜୟପୁର ଟାଉନ ପୋଲିସ

Jeypore, Koraput | Oct 19, 2025
କାଠ ଫାଳିଆରେ ଆକ୍ରମଣ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ହାନାଗୁଡା ର ସାଗର ବାଘ । ହାନାଗୁଡାର ସାଗର ବାଘ ସହ ସିମନ ନାଗ ସହ ମୋବାଇଲକୁ କେନ୍ଦ୍ର କରି ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ସାଗର ଏକ କାଠ ଫାଳିଆରେ ସିମନର ମୁଣ୍ଡରେ ଆକ୍ରମଣ କରିଥିଲେ । ଆକ୍ରମଣ ରେ ସିମନର ମୁଣ୍ଡ ଫାଟି ଯାଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତ କୁ ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଥିବା ପୋଲିସ ତରଫରୁ ସୁଚନା ଦିଯାଇଛି l

MORE NEWS