କଣ୍ଟାମାଳ: ଅନୁଘୋଭା ଓ କୁମ୍ଭିଖେତା ଜଙ୍ଗଲ ରୁ ବିପୁଳ ଗଂଜେଇ ଚାଷ ନଷ୍ଟ
22ଏକର ଗଞ୍ଜେଇ ଗଛ ନଷ୍ଟ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ଆଜି,ଘଣ୍ଟାପଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି | ଘଣ୍ଟାପଡା ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଅନୁଘୋଭା ଓ କିମ୍ବିଖେତା ଗ୍ରାମ୍ୟ ଜଙ୍ଗଲ ଚଢ଼ାଉ କରି 22ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ କରାଯାଇ ଥିବା 22ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି | ଥାନା ରେ ଏକ ମାମଲା ରୁଜୁ କରିଛି ପୋଲିସ I