ଛତ୍ରପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ଗିରଫ, ଅସନ୍ତୋଷ ପ୍ରକାଶ କରି ବ୍ରହ୍ମପୁରରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ
ବିକ୍ରମଙ୍କ ଇମେଜ ଖରାପ କରିବା ପାଇଁ,ପୀତବାସ ହତ୍ୟା ମାମଲାରେ ଫସେଇଛନ୍ତି କହିଲେ ବ୍ରହ୍ମପୁର ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ।ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତଥା ସାଂସଦ ଚନ୍ଦ୍ରଶେଖର ସାହୁ ବୁଧବାର ଅପରାହ୍ନରେ ବ୍ରହ୍ମପୁର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।