ଜଗତସିଂହପୁର: ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶିବିର ଅଦାଲତ ଓଡିଶା ରାଜ୍ୟ ମହିଳା ଆୟୋଗ ତରଫରୁ ଅନୁଷ୍ଠିତ ହୋଇଯାଇଛି
Jagatsinghapur, Jagatsinghpur | Aug 22, 2025
ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶିବିର ଅଦାଲତ ଓଡିଶା ରାଜ୍ୟ ମହିଳା ଆୟୋଗ ତରଫରୁ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ଅଦାଲତ ର ଅଧକ୍ଷ...