Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବୀରମହାରାଜପୁର: ଯାଲୋଏ ଗ୍ରାମରେ ଏକ ଗର୍ତ୍ତରେ ପଡ଼ିଥିବା ଗାଈକୁ ଉଧାର କଳା ଉଲୁଣ୍ଡା ଅଗ୍ନିଶମ ବାହିନୀ

ଉଲୁଣ୍ଡା ଥାନା ଅନ୍ତର୍ଗତ ଯାଲୋଏ ଗ୍ରାମରେ ଏକ ଗର୍ତ୍ତରେ ପଡ଼ିଥିବା ଗାଈକୁ ଆଜି ସନ୍ଧ୍ୟା ପ୍ରାୟ 7ଟା ସମୟରେ ଉଧାର କରିଛି ଉଲୁଣ୍ଡା ଅଗ୍ନିଶମ ବାହିନୀ l ସୂଚନା ଅନୁସାରେ ଗାଇଟି ଚାରଣ କରୁଥିବା ସମୟରେ ଗର୍ତ୍ତରେ ପଡ଼ିଯାଇଥିଲା l ଗାଇତି ଗର୍ତ୍ତରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଲୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା 5ସ୍ଥଳରେ ପହଞ୍ଚି ଗାଇଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ l

MORE NEWS