ଉମରକୋଟ: ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୧୨୬ ତମ 'ମନ୍ କି ବାତ୍'
ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ୧୨୬ ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମ ହୋଇଅଛି। ଶ୍ରୀ ମୋଦୀଜୀ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ସ୍ଵର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ଜୟନ୍ତୀରେ ତାଙ୍କ କଥା ମନେ ପକାଇଛନ୍ତି। ତାଙ୍କ ସହିତ ଥିବା ନିବିଡ ସମ୍ପର୍କ ଏବଂ ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କ ପାଖକୁ ଆସିଥିବା ଲତାଙ୍କ ରାକ୍ଷୀ ସହିତ ତାଙ୍କ ଗୀତ ସବୁକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନବରାତ୍ରୀର ଶୁଭ ଅବସରରେ ନାରୀ ଶକ୍ତିକୁ ସମ୍ମାନ ଜଣାଇ ଭାରତୀୟ ନୌସେନାରେ କାର୍ଯ୍ୟରତ ଲେପ୍ଟନାଣ୍ଟ କ