ମାଲକାନଗିରି: ଆସନ୍ତା ୧୬ ତାରିଖରେ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ
Malkangiri, Malkangiri | Aug 15, 2025
ଆସନ୍ତା ୧୬ ତାରିଖ ସକାଳ ୮ଟା୩୦ ମିନଟ୍ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ନେଇ ଅନୁମାନ କରିବା ସହ ୟେଲୋ...