ବାଲେଶ୍ବର ମ୍ୟୁନିସିପାଲଟି: ମହାପୁରୁଷ ହଜରତ ମହମ୍ମଦ ଙ୍କ ଜୟନ୍ତୀ ଅବସରରେ ଦରଘା ମଇଦାନ ଠାରେ ବିଶାଳ ଶୋଭାଯାତ୍ରାର ଶୁଭାରମ୍ଭ,ଯୋଗଦେଲେ ପୂର୍ବତନ ବିଧାୟକ
Baleshwar M, Balasore | Sep 5, 2025
ଇସଲାମ ଧର୍ମ ର ପ୍ରବର୍ତ୍ତକ ମହାପୁରୁଷ ହଜରତ ମହମ୍ମଦ ଙ୍କ ଜୟନ୍ତୀ ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଥିବା ବେଳେ ବାଲେଶ୍ବର ରେ ମଧ୍ୟ ଆନନ୍ଦ...