ବାଲିକୁଦା: ବିଯୁଜନତା ଦଳ ର ପ୍ରାଥୀ ଭାବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ରୁ ସାରଦା ପ୍ରସନ୍ନ ଜେନା ଙ୍କୁ ଘୋଷଣା l
ଆଜି ଦିନ 12ଟା ବେଳେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ବିଯୁଜନତା ଦଳ ର ବିଧାୟକ ପ୍ରାଥୀ ଘୋଷଣା କରାଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରଦା ପ୍ରସନ୍ନ ଜେନା କୁ ଘୋଷଣା କରିଛନ୍ତି l ସାରଦା ଜେନା ଙ୍କ ସମର୍ଥକ ଓ ବିଜେଡି କର୍ମୀ ମାନେ ଖୁସିବ୍ୟକ୍ତ କରିଛନ୍ତି l