ମନରେଗା ଯୋଜନାରେ ପରିବର୍ତ୍ତନକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ। ଆଜି ଵାର ାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଚାଲିଥିବା ଦୁର୍ନୀତିକୁ ବନ୍ଦକରି ଗରିବ ଲୋକଙ୍କ ବିକାଶ ଦିଗରେ ଉପଯୁକ୍ତ ସହାୟକ ହେବାପାଇଁ କେନ୍ଦ୍ର ସରକାର ମନରେଗା ଯୋଜନାକୁ 'ଭିବିଜି ରାମ ଜି' ନାମରେ ନାମିତ କରିଛନ୍ତି ବୋଲି ବିଜେପି ରାଜ୍ୟ ସମ୍ପାଦିକା ପୁର୍ଣିମା ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। କୋରାପୁଟ ବିଧାୟକଙ୍କ ସରକାରୀ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ନାୟକ ଯୋଗଦେଇ କହିଥିଲେ ଯେ, ଏହି ଯୋଜନାର ନାମକୁ କଂ