ବାଲିଗୁଡା ର କୁନୀ କଳାକାର ଙ୍କୁ ନେଇ ସର୍ଗିଫୁଲ ସଚେତନ ଗିତ ଆଲବମ ମାଧ୍ୟମରେ ରିଲିଜ କରାଯାଇଛି, ଏହି ରିଲିଜ ବୁଧବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ କରାଯାଇଛି, ସୁଚନା ମୁତାବକ ଏସି ଆଲବମ ଟି ମଦକ କ୍ରୀୟସନ ରେ କରାଯାଇଥିବା ବେଳେ ଲିରିଶି ଏବଂ ଗତ ଏ ଶିକ୍ଷକ ପିତବାଷ ନାୟକ, ମ୍ୟୁଜିକ ରେ ଡୁଙ୍ଗର ଭାଇ, ମିକ୍ସିସିଂ ଏଣ୍ଡ ମାଷ୍ଟରରେ ଅରୁଣ ନାୟକ, ସିଙ୍ଗର କୁନି କଳାକାର ସମୣଦ୍ଧି ପଟ୍ଟନାୟକ, DOP ଏବଂ ଏଡିଟ ରେ ନିଶାନ କରିଓ ଗ୍ରାଫି ରେ ପପୁ ନିର୍ଦେଶନା ରେ ଏହି ଆଲବମ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ର କଳାକାର ମାମୁନି, ସମୣଦ୍ଧି ଙ୍କୁ ନେଇ ଏହି ଆଲବମ ତିଆରି କରାଯାଇଛି, ଏବେ ସରକାର ଙ୍କ ପ