ଓରିଏଣ୍ଟ: ଆମଦରହ ଜଙ୍ଗଲରେ ବନ୍ଧୁକ ଓ ଟାଙ୍ଗିଆ ଧରି ବୁଲୁଥିବା ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
Orient, Jharsuguda | Aug 24, 2025
ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଆମଦରହ ଜଙ୍ଗଲରେ ଶିକାରୀ ବନ୍ଧୁକ ଟାଙ୍ଗିଆ ଧରି ବୁଲୁଥିବା ବେଳେ ଦୁଇଜଣ ଅଭିଯୁକ୍ତକୁ ଗିରଫ...