ବୌଦ୍ଧ ସଦର: ଚାରିଛକ ଅଂଶୁଲା ଠାରେ କଂଗ୍ରେସର ସଂଗଠନ ସୁଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Baudh Sadar, Boudh (Bauda) | Sep 13, 2025
ଆଜି ସକାଳ ପାଖପାଖି ୧୧.୩୦ସମୟରେ ହରାଭଙ୍ଗା ବ୍ଲକର ଚାରିଛକ ଠାରେ ଥିବା ଅଂଶୁଳା ଠାରେ କଂଗ୍ରେସର ସଂଗଠନର ସୁଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...