ଛତ୍ରପୁର: ବ୍ରହ୍ମପୁର ହିଲପାଟଣା ସ୍ଥିତ ଗ୍ରାମବିକାଶ ଅଫିସ ପରିସରରେ ଦୁଇ ଦିନିଆ ସ୍ୱୟଂଶ୍ରୀ ବଜାର ଆୟୋଜିତ
ରିଲିଆନ୍ସ ଫାଉଁଡେସନ ଏବଂ ବିଲ ଓ ମିଲେଣ୍ଡା ଗେଟ ଫାଉଁଡେସନ, ମିଶନ ଶକ୍ତି ସହାୟତାରେ ଗ୍ରାମ ବିକାଶ ର ଗଞ୍ଜାମ- ୨ ସହକର୍ମୀ ଙ୍କ ସହଯୋଗରେ ୨ ଦିନିଆ ସ୍ଵୟଂ ଶ୍ରୀ ବଜାରର ଶୁଭାରମ୍ଭ ହୋଇଛି। ବ୍ରହ୍ମପୁର ହିଲ୍ ପାଟଣା ସ୍ଥିତ ଗ୍ରାମବିକାଶ ଅଫିସ ପରିସରରେ ରବିବାର ସଂଧ୍ୟାରେ ଏହାର ଶୁଭାରମ୍ଭ ହୋଇଛି।