ଫୁଲବାଣୀ ସହର: ଦଡିକି ଛକରେ ଗଛ ପଡି ରାସ୍ତା ଅବରୋଧ, ଯାତାୟତ ସ୍ୱାଭାବିକ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି
Phulabani Town, Kandhamal | Aug 23, 2025
ଦଡିକି ଛକରେ ଗଛପଡି ରାସ୍ତା ଅବରୋଧ, ଦମକଳ ବାହିନୀ ପହଞ୍ଚି ଗଛକଟା ଆରମ୍ଭ କରାଯାଇଛି, ଶନିବାର ଦିନ 12ଘଣ୍ଟିକା ସମୟରେ ଅଚାନକ ଗଛ ଟି ଉପୁଡି...