ରାଉରକେଲା ମ୍ୟୁନିସିପାଲଟି: ବିଶ୍ରା ଠାରେ ଏସଆର ଉଚ୍ଚ ମାଧ୍ୟମକ ବିଦ୍ୟାଳୟର ୩୧ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ଶକ୍ତି, ସାମର୍ଥ୍ୟ,ମୈ।ଳିକତା, ଆତ୍ମବିଶ୍ଵାସ, ଶୃଙ୍ଖଳା,ସମୟାନୁବର୍ତ୍ତିତା,ଓ ସଂକଳ୍ପ ପ୍ରତି ଗୁରୁତ୍ୱାରୋପ ବିଶ୍ରା: ଆଜି ଶୁକ୍ରବାର ଦିନ ପୂ୍ବାହ୍ନ ୧୧ଟା ସମୟରେ ବିଶ୍ରା ସ୍ଥିତ ଏସ ଆର ଉଚ୍ଚ ମାଧ୍ୟମକ ବିଦ୍ୟାଳୟର ୩୧ତମ ବାର୍ଷିକ ଦ୍ବିଦିବସୀୟ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଏସ ଆର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ କ୍ଷୀରୋଦ କୁମାର ବରାଳଙ୍କ ସଭାପତିତ୍ବ ଓ ଶାରିରୀକ ପ୍ରଶିକ୍ଷକ ନିଶା କର ମହାନ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବିଶ୍ରା ପୋଲିସ ଷ୍ଟସନର IIC ପ୍ରଦୀପ କୁମାର