କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ସ୍ଥାନରେ ଜି ଉଦୟଗିରି ପୋଲିସ ଓ ଫୁଲବାଣୀ ପରିବହନ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।କିଭଳି ଭାବରେ ଏହି ଭୟଙ୍କର ଦୁର୍ଘଟନା ଘଟିଲା ତାର ତଦନ୍ତ ଆରମ୍ଭ ହୋଇଛି।ସୂଚନା ଯୋଗ୍ୟ ଯେ ଏହି ଦୁର୍ଘଟଣା ରେ ଜଣେ ମହିଳା ମୃତ ହୋଇଥିବା ବେଳେ ପାଞ୍ଚ ଗୁରୁତର ହୋଇଥିଲେ।