ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଖରିଫ ଧାନ କିଣାବିକା କୁ ନେଇ ଅଚଳବସ୍ଥା ଜାରୀ ରହିଥବା ଅଭିଯୋଗ ଆଣିଲା ଜିଲ୍ଲା।କୃଷକ। ସଂଗଠନ l ଚାଷୀଙ୍କ ପାଖରେ ଟୁକନ ପହଞ୍ଚି ପାରିନାହିଁ l ସଠିକ ଭାବରେ ମଣ୍ଡିର ସୁପରିଚାଳନା ହେଉନଥିବା ବିଷୟକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ ଆଜି ପ୍ରକାଶ କରିଥିଲେ l।ଏନେଇ। ଆଜି ସନ୍ଧ୍ୟା 7ଠାରେ ବୀରମହାରାଜପୁର ସାମ୍ବାଦିକ ଭବନ ଠାରେ ଜିଲ୍ଲା କୃଷକ ସଂଗଠନ ଉପସଭାପତି ଧରଣୀଧର ପାଢ଼ୀ ସାମ୍ବାଦିକ ସମ୍ବିଳନୀରେ ସୁଚନା ଦେଇଛନ୍ତି l l ଯଦି ସରକାର ଧାନ କିଣିବା ପାଇଁ ସକ୍ଷମ ନୁହଁନ୍ତି ତାହେଲେ ଚାଷୀମାନଙ୍କୁ ଛାଡିଦିଅନ୍ତୁ ଚାଷୀ ତାର ମନମୁତାବ